Jump to content

ଚାତୁରୀ

ଉଇକିଅଭିଧାନ‌ରୁ

ଚାତୁରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚତୁର+ଭାବ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଚାତୁର୍ଯ୍ୟ; ଚତୁରତା —୧. Cleverness; dexterity.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରବଞ୍ଚନା; ଶଠତା; ଛଳ — ୧. Fraud; deceit; craft.

୨. ଚାତର (ଦେଖ) - ୨. Chātara (See)