Jump to content

ଚାତୁର୍ଥିକ

ଉଇକିଅଭିଧାନ‌ରୁ

ଚାତୁର୍ଥିକ

ଉଚ୍ଚାରଣ

[ସମ୍ପାଦନା]

(ଚାତୁର୍ଥକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଚତୁର୍ଥ+ଇକ)

[ସମ୍ପାଦନା]

ଚତୁର୍ଥ ଦିନରେ ଦେଖାଯିବା — Appearing at an interval of ୪ days.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୪. ଦିନ ଛଡ଼ା ହେବା ପାଳି ଜର — Quartan; quotidian fever.