Jump to content

ଚାତୁର୍ବର୍ଣ୍ଣ୍ୟ

ଉଇକିଅଭିଧାନ‌ରୁ

ଚାତୁର୍ବର୍ଣ୍ଣ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଚତୁର୍ବର୍ଣ୍ଣ+ସମ୍ୱନ୍ଧାର୍ଥେ. ଯ)

[ସମ୍ପାଦନା]

ଚତୁର୍ବର୍ଣ୍ଣ ସମ୍ୱନ୍ଧୀୟ —Relating to the ୪ chief castes amongst the Hindus.

ସଂସ୍କୃତ - ବିଶେଷ୍ୟ -(+ସ୍ୱାର୍ଥେ. ଯ)

[ସମ୍ପାଦନା]
୧. ବ୍ରାହ୍ମଣ, କ୍ଷତ୍ରିୟ, ବୈଶ ଓ ଶୂଦ୍ର— ଏହି ଚାରି ଜାତି —The ୪ principal caste-divisions amongest the Hindus, viz Brāhmaṇa, Kshatriya, B&aline;i̱ṡya and Ṡūdra.
୨. ବ୍ରାହ୍ମଣାଦି ୪ ଜାତିଙ୍କ ଅନୁଷ୍ଠେୟ କର୍ମ ବା ଧର୍ମ — ୨. The duties and religious observances enjoined for the ୪ castes of the Hindus.

(ଯଥା—ବ୍ରାହ୍ମଣର ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ, ଦାନ ଓ ପ୍ରତିଗ୍ରହ; କ୍ଷତ୍ରିୟର ବାହିବଳରେ ପ୍ରଜାପାଳନ; ବୈଶ୍ୟର କୃଷି, ଗୋରକ୍ଷା ଓ ବାଣିଜ୍ୟ ଏବଂ ଶୂଦ୍ରର ଦ୍ୱିଜାତିସେବା— କର୍ମ)