ଚାତୁର୍ଭୌତିକ
ମୃତ୍ତିକା, ଜଳ, ଅଗ୍ନି ଓ ବାୟୁରୁ ଇତ୍ପନ୍ନ (ଶରୀରାଦି) —(matter) Evolved from the ୪ elements viz. water, earth, fire and air.
[ଦ୍ରଷ୍ଟବ୍ୟ —ନ୍ୟାୟଦର୍ଶନରେ ଆକାଶ—ଉପାଦାନ ସ୍ୱୀକୃତ ହୋଇ ନାହିଁ ]