Jump to content

ଚାତୁର୍ଯ୍ୟ

ଉଇକିଅଭିଧାନ‌ରୁ

ଚାତୁର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚତୁର+ଭାବାର୍ଥେ. ଯ)

[ସମ୍ପାଦନା]
୧. ଚତୁରତା — ୧. Cleverness; cunning.
୨. ନିପୁଣତା; ନୈପୁଣ୍ୟ —୨. Skill; dexterity.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରବଞ୍ଚନା; ଶଠତା —Fraud; deceit; craft.