Jump to content

ଚାଦର

ଉଇକିଅଭିଧାନ‌ରୁ

ଚାଦର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାଦର୍=ଶବଦେହ ଆଚ୍ଛାଦକ ବସ୍ତ୍ର)

[ସମ୍ପାଦନା]
୧. ଦୋସଡ଼ା; ଉତ୍ତରୀୟ ବସ୍ତ୍ର —୧. A sheet of cloth used as a scarf.
୨. ବିଛଣାର ଆସ୍ତରଣ; ବିଛଣା ଉପରେ ପଡ଼ିବା ବସ୍ତ୍ର —୨. Bed-sheet.
୩. ଖୁବ୍ ଲମ୍ୱା ଓ ଚଉଡ଼ା ଲୁଗା — ୩. A piece of cloth long and wide.
୪. ଧାତୁଆଦିରେ ପତଳା ଓ ଦୀର୍ଘ ଏବଂ ପ୍ରଶସ୍ତ ଖଣ୍ଡ — ୪. A thin long and broad sheet of a metal.

[ଦ୍ରଷ୍ଟବ୍ୟ —ହିନ୍ଦିରେ ପୁରୁଷଙ୍କ ଊର୍ଦ୍ଧାଙ୍ଗ ଆବରକ ବସ୍ତ୍ରକୁ ଚାଦରା ଓ ସ୍ତ୍ରୀମାନଙ୍କ ଓଢ଼ଣୀକୁ ଚାଦର ବୋଲାଯାଏ]