Jump to content

ଚାଦରଧରା

ଉଇକିଅଭିଧାନ‌ରୁ

ଚାଦରଧରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜା ବା ବରକନ୍ୟା ଦୁଆର ମୁହଁ ବାଟେ ଚାଲିଯିବା ବେଳେ ଯେଉଁ ଚାକର ସେମାନଙ୍କ ମୁଣ୍ଡ ଉପରେ ଖଣ୍ଡିଏ ଚାଦର ଟେକି ଧରେ —The servant or person who holds a cloth as canopy over the head of a king or a resently married couple while passing through a door-way.

ଚାଦରଧରାକୁ ଏହା କି କରି, ଚତୁରକ୍ଷ କେବେ ନ ହେଲା ପରି— କବିସୂର୍ଯ୍ୟ. କବିତା