Jump to content

ଚାଦର ଧରିବା

ଉଇକିଅଭିଧାନ‌ରୁ

ଚାଦର ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ରାଜା ବା ବରକନ୍ୟା କୌଣସି ଦୁଆର— ମୁହଁ ବାଟେ ଗଲାବେଳେ (ଆଗପଛ ହୋଇ ଛିଡ଼ା ହୋଇଥିବା ଦୁଇ ଜଣ ବ୍ୟକ୍ତି) ତାଙ୍କ ମୁଣ୍ଡ ଉପରେ ଖଣ୍ଡିଏ ଏ ଚାଦର ଟେକି ଧରିବା —To hold a sheet as a canopy over the head of a king or a newly married couple while passing through a door-away.