Jump to content

ଚାନ୍ଦନୀ

ଉଇକିଅଭିଧାନ‌ରୁ

ଚାନ୍ଦନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚନ୍ଦ୍ରିଣୀ; ଚାନ୍ଦ୍ରୀ)

[ସମ୍ପାଦନା]

ଜ୍ୟୋତ୍ସ୍ନାମୟୀ (ରାତ୍ରି); ଚନ୍ଦ୍ରିକାଯୁକ୍ତ; ଚନ୍ଦ୍ରକିରଣ ଥିବା — Moon-lit (night)

ସବୁଦିନେ କାହିଁ ଚାନ୍ଦନୀ ରାତି ? ସବୁଦିନେ ନାହିଁ ଶୀତପାହାନ୍ତି—ଢଗ ?

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚନ୍ଦ୍ରକିରଣ —୧. Moon light.

କି ମଧୁରେ ଖେଳେ ମନ୍ଦହାସର ଚାନ୍ଦନୀ ବିଧୂବଦନୀର ଚାରୁ—ବଧୁଲୀ—ଅଧରେ—ରାଧାନାଥ. ମହାଯାତ୍ରା

୨. ଚନ୍ଦ୍ରଶାଳା (ଦେଖ) - ୨. Chandraṡāḻā (See)

ଚନ୍ଦ୍ରିକାବିହୀନ ରଜନୀକାଳେ ଚାନ୍ଦନୀ ସୋପାନ ଉଠିବାବେଳେ—କବିସୂର୍ଯ୍ୟ. କବିତା

୩. ପଥର, ଇଟା, ଚୂନ ଆଦିରେ ନିର୍ମିତ ଖୋଲା ପକ୍କା ମଣ୍ଡପ — ୩. A pucca platform with no roof.

[ଦ୍ରଷ୍ଟବ୍ୟ —ମଣ୍ଡପର ଛାତ ଥାଏ, ମାତ୍ର ସାଧାରଣତଃ ଚାନ୍ଦନୀର ଛାତ ନ ଥାଏ ]