Jump to content

ଚାନ୍ଦମାସ

ଉଇକିଅଭିଧାନ‌ରୁ

ଚାନ୍ଦମାସ

ଉଚ୍ଚାରଣ

[ସମ୍ପାଦନା]
(ଚାନ୍ଦ୍ରମାସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚନ୍ଦ୍ରମସ୍+ସମ୍ୱନ୍ଧାର୍ଥେ ଅ)

[ସମ୍ପାଦନା]
୧. ଚନ୍ଦ୍ରମା ସମ୍ୱନ୍ଧୀୟ —୧. Relating to the moon; lunar.
୨. ମୃଗଶିରାନକ୍ଷତ୍ର —The fifth asterism of the Hindu Astronomy.