Jump to content

ଚାନ୍ଦମୁହୀଁ

ଉଇକିଅଭିଧାନ‌ରୁ

ଚାନ୍ଦମୁହୀଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଚନ୍ଦ୍ରମୁଖୀ)

[ସମ୍ପାଦନା]

ଚନ୍ଦ୍ରମୁଖୀ; ଚନ୍ଦ୍ରବଦନା — (a lady) Having the face as beautiful and charming as the moon.

ଦରସ୍ଫୁଟ ଭାଷେ ଦେଲା ପରିଚୟ ପୁଚ୍ଛିଲାରୁ ଚାନ୍ଦମୁହାଁ—ରାଧାନାଥ. ଯଯାତି