ଚାନ୍ଦି ଫୁଟିବା
ଅନେକ ବାଟ ଚାଲିବାରୁ ବା କଙ୍କରମୟ ରାସ୍ତାରେ ପଦଗତି କରିବା ହେତୁ ଗୋଡ଼ର ତଳିପା ଫୁଟି ଯିବା ବା କ୍ଷତଯୁକ୍ତ ହେବା —The state of having foot-sores.