ଚାନ୍ଦୁଆ
ବିତାନ; ନାନାବର୍ଣ୍ଣରେ ଚିତ୍ରିତ ସାମିୟାନା — An awning.
ଚାନ୍ଦୁଆ ଅବନ୍ଧା ମନ୍ଦିର ତଳେ ଚାଳଇ ଯେବେ କେବେ କୁତୂହଳେ କବିସୂର୍ଯ୍ୟ. କବିତା