ଚାନ୍ଦ୍ର
ଦେଖଣା
ଚାନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା](ଚାନ୍ଦ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁ. (ଚନ୍ଦ୍ର+ସମ୍ୱନ୍ଧାର୍ଥେ. ଅ.)
[ସମ୍ପାଦନା]- ୧. ଚନ୍ଦ୍ର ସମ୍ୱନ୍ଧୀୟ — ୧. Pertaining to the moon; lunar.
- ୨. ଚନ୍ଦ୍ରଙ୍କ ଗତିଦ୍ୱାରା ନିୟମିତ —୨. Regulated by the motion of the moon.
- ୩. ଚାନ୍ଦ୍ର ବ୍ୟାକରଣ ଅଧ୍ୟୟନକାରୀ —୩. Studying the Sanscrit grammar named Chāndra.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚନ୍ଦ୍ରଲୋକ (ଦେଖ) - Chandraloka (See)
- ୨. ଚନ୍ଦ୍ରକାନ୍ତ; ମଣି —୨. Moonstone.
- ୩. ତ୍ରିଂଶତ୍ ତିଥି ଘଟିତ ମାସ; ଚାନ୍ଦ୍ର ମାସ — ୩. Lunar month.
- ୪. ଚାନ୍ଦାୟଣ (ବ୍ରତ) (ଦେଖ) - ୪. Chāndrāyaṇa (See)
- ୫. ସଂସ୍କୃତ ବ୍ୟାକରଣବିଶେଷ — ୫. Name of a Sanscrit grammar.