ଚାନ୍ଦ୍ରାୟଣ
ଦେଖଣା
ଚାନ୍ଦ୍ରାୟଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚାନ୍ଦ୍ର=ଚନ୍ଦ୍ରଲୋକ+ଅୟ ଧାତୁ=ପାଇବା+ କରଣ, ଅନ; ଯେଉଁ ବ୍ରତ କଲେ ମୃତ୍ୟୁ ପେର ମନୁଷ୍ୟ ଚନ୍ଦ୍ରଲୋକକୁ ଯାଏ)
[ସମ୍ପାଦନା]ଚାନ୍ଦ୍ର ତିଥିଦ୍ୱାରା ନିୟମିତ ବ୍ରତବିଶେଷ —A religious vow and penance consisting of regulating one's daily diet by gradual diminution for the first ୧୫ days of the lunar month and gradual increment for the next lunar fortnight and observing continence and self-control.
[ଦ୍ରଷ୍ଟବ୍ୟ —ଏ ବ୍ରତରେ ଶୁକ୍ଳ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତିଦିନ ଆପଣାର ସାଧାରଣ ଭୋଜନର ପରିମାଣରୁ ପନ୍ଦର ଭାଗରୁ ଏକଭାଗ ଲେଖାଏଁ କମାଇବାକୁ ହୁଏ ଏବଂ କୃଷ୍ଣ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସେହିପରି ଭାଗେ ଲେଖାଏଁ ଭୋଜନର ମାତ୍ରା ବଢାଇ ଶେଷରେ ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଭୋଜନ କରିବାକୁ ହୁଏ ଏହିପରି ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରିବା ବ୍ରତ ଓ ପ୍ରାୟଶ୍ଚିତ୍ତର ବିଧାନ ଶାସ୍ତ୍ରସମ୍ମତ ]