Jump to content

ଚାନ୍ଦ ବନ୍ଦାଇବା

ଉଇକିଅଭିଧାନ‌ରୁ

ଚାନ୍ଦ ବନ୍ଦାଇବା

ଉଚ୍ଚାରଣ

[ସମ୍ପାଦନା]

(ଚାନ୍ଦ ବନ୍ଦେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (କୁମାର କୁମାରୀମାନେ) କୁମାରପୁର୍ଣ୍ଣିମା ସନ୍ଧ୍ୟାବେଳେ ନବୋଦିତ ଚନ୍ଦ୍ରଙ୍କୁ ବନ୍ଦାପନା କରିବା —(boys and girls) To worship the moon in the evening of Kumārapūrṇṇimā.
୨. ବିବାହର ପରବର୍ତ୍ତୀ ଶୁକ୍ଳ ତୃତୀୟାର ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ବରକନ୍ୟା ବନ୍ଦାପନା କରିବା —୨. (a newly married couple) To worship the moon on the third day of the bright fornight following the marriage.