ଚାନ୍ଦ ବନ୍ଦାପନା
ଦେଖଣା
ଚାନ୍ଦ ବନ୍ଦାପନା
ଉଚ୍ଚାରଣ
[ସମ୍ପାଦନା](ଚାନ୍ଦବନ୍ଦାଣ—ଅନ୍ୟରୂପ)
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ରବନ୍ଦନ)
- ୧. ବିବାହର ପରବର୍ତ୍ତୀ ଶୁକ୍ଳ ତୃତୀୟା ଦିନ ବରକନ୍ୟା ଚନ୍ଦ୍ରଙ୍କୁ ପୂଜା କରିବା ବିଧି; ଚନ୍ଦ୍ରବନ୍ଦାପନା —The ceremoney of the newly married couple worshipping the moon on the evening of the third day of the bright fortnight which succeeds the marriage.
- ୨. କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ବାଳକବାଳିକାମାନଙ୍କଦ୍ୱାରା ଚନ୍ଦ୍ରଙ୍କ ପୂଜା —୨. Worship of the moon on the evening of the Kumārapūrṇṇamī by boys and girls.