ଚାନ୍ଦ ବସିବା
ଦେଖଣା
ଚାନ୍ଦ ବସିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ଦୁଇ ଜଣ ସ୍ତ୍ରୀ ବା ବାଳକ ବା ବାଳିକା) କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ନବୋଦିତ ଚନ୍ଦ୍ରଙ୍କୁ ନୈବେଦ୍ୟସ୍ୱରୂପ ଦିଆଯାଇଥିବା 'ଚାନ୍ଦ' ଖିଆଖେଇ ହୋଇ ପରସ୍ପର ମଧ୍ୟରେ 'ଚାନ୍ଦ' ସମ୍ୱନ୍ଧ ସ୍ଥାପନ କରିବା — (two women or boys or girls) To set up the god-relationship of Chānda between them on the evening of the Kumārapūrṇṇamī.