ଚାନ୍ଦ ବାଢ଼ିବା
କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା କରିବାପାଇଁ ଛେନାଗୁଡ଼ ବା ଖଇଚକଟା ତୁଳସୀଚଉରା ମୂଳେ ଥୋଇବା —To put some sweets as offering to the moon-god on the Kumārapūrṇṇimā evening near the Holy Basil plant.