Jump to content

ଚାପସରି

ଉଇକିଅଭିଧାନ‌ରୁ

ଚାପସରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଲମୀଲିକା)

[ସମ୍ପାଦନା]
୧. ବେକରେ ପିନ୍ଧାଯିବା ଅଳଙ୍କାର ବିଶେଷ — ୧. A collar (ornament) worn round the neck.
୨. ମୁଦିଆ ଲାଗିଥିବା ଏକ ପ୍ରକାର ଅଣ୍ଟାସୂତା — ୨. A kind of waist-chain consisting of more than one string and kept attched by rings.

ଚନ୍ଦ୍ର ଚନ୍ଦନ ବୋଳାଇ ମୋଦରେ ଚାପସରି କାଢ଼ି ଦିଏ ଆଦରେ—କବିସୂର୍ଯ୍ୟ. କବିତା