Jump to content

ଚାପୁଆଣୀ

ଉଇକିଅଭିଧାନ‌ରୁ

ଚାପୁଆଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଘରର ଚାଳ କାମଡ଼ା ଦିଆ ହୋଇ ବେତରା ହେବା ପରେ ବତା ଗୁଡ଼ିକୁ ଚାପି ରଖିବା ପାଇଁ ତୁଳିଆରୁ ପାରିଆ ଆଡ଼କୁ ଯେଉଁ ବତା ଖୂବ୍ କସ୍ କରି ବାନ୍ଧି ଦିଆଯାଏ — ୧. A split bamboo which is laid over the bamboo-frame of a thatch to keep the bamboos tight.
୨. ଚାଳର ପାଣିପାଟିଆକୁ ରୁଅ ସଙ୍ଗେ ଭିଡ଼ି ରଖିବା ପାଇଁ କଣ୍ଟା ମାରିବା ପୂର୍ବରୁ ବ୍ୟବହୃତ ବତାର ବନ୍ଧନୀ — ୨. A tie-band of split bamboo in a thatch.
୩. ଜାଲ୍ଟି ବାଡ଼ରୁ ଜାଲ ଫିଟାଇବାକୁ ଯେଉଁ ଯନ୍ତ୍ରର ଚାପା ଦିଆଯାଏ —୩. An instrument for pressing the net while untying it.


୪. ଦୁଇ ବା ତତୋଽଧିକ ସେରାଯୁକ୍ତ ଅଣ୍ଟାସୂତା ବା ଗୋପର ସରିମାନଙ୍କୁ ଏକାଠେଇଁ ଧରି ରଖିବା ପାଇଁ ବ୍ୟବହୃତ ମୁଦିଆ —୪. A ring set in a waist-chain, having two or more strings, to hold them togehter.