Jump to content

ଚାବୁକ

ଉଇକିଅଭିଧାନ‌ରୁ

ଚାବୁକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା ଚାବୁକ୍)

[ସମ୍ପାଦନା]
୧. ଅଶ୍ୱତାଡ଼ନ ଦଣ୍ଡ; କୋରଡ଼ା — ୧. A horse-whip; scourge.

ଚାବୁକ ବାଜିଲା ପରି ମୂଁ ଉଚେ ତହିଁକି ପଡ଼ଇ ପହିଲୁଁ ଥରେ କବିସୂର୍ଯ୍ୟ. କବିତା

୨. ଚାବୁକ ମାଡ଼; ଚାବୁକଦ୍ୱାରା ପ୍ରହାର — ୨. Whipping; a cut by the whip.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଗଛ —Tree.