Jump to content

ଚାମଚିକା

ଉଇକିଅଭିଧାନ‌ରୁ

ଚାମଚିକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଚର୍ମଚଟିକା)

[ସମ୍ପାଦନା]

ଚର୍ମଚଟୀ; ଚିମିଣିଆ; ଚେମଣୀ; ଚର୍ମପତ୍ରା — House-bat; Cynopterous Margina.

[ଦ୍ରଷ୍ଟବ୍ୟ —ଏହା ଆକାଶରେ ୫୬: ଆଙ୍ଗୁଳ; ଏହାର କାନ ବଡ଼ ବଡ଼ ବୃକ୍ଷର ଫଳ ଓ ମଶା ଏହାର ଖାଦ୍ୟ ଜୀର୍ଣ୍ଣମନ୍ଦିର ଓ ପୁରାତନ ଗୃହର ଏ ବାସ କରେ]