Jump to content

ଚାମଡ଼ା ବସନ୍ତ

ଉଇକିଅଭିଧାନ‌ରୁ

ଚାମଡ଼ା ବସନ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାମୁଣ୍ଡା ଓ ବସନ୍ତ; ଏଥିର ସଂସ୍କୃତ - ନାମ ଚର୍ମ— ମସୂରିବା)

[ସମ୍ପାଦନା]

ଏକପ୍ରକାର ମାରାତ୍ମକ ବସନ୍ତ ରୋଗ —A sort of fatal smallpox which is marked by discoloration of the body and very tiny eruptions; confluent pox.

[ଦ୍ରଷ୍ଟବ୍ୟ —ଏହା ମାରାତ୍ମକ ଏଥିରେ ଅନ୍ୟଜାତୀୟ ବସନ୍ତ ପରି ଚର୍ମ ଉପରେ ବିସ୍ଫୋଟକ ବାହାରେ ନାହିଁ, ମାତ୍ର ମିଳିମିଳା ବା ଘିମିରିପରି ଦେହଯାକ ଫଳିଯାଏ; ତିନିଦିନ ପରେ ଦାଗଗୁଡ଼ିକ ମଉଳି ଯାଏ ଓ ଦେହର ଚର୍ମ ବିବର୍ଣ୍ଣ ହୋଇଯାଏ; ଚାରିପାଞ୍ଚ ଦିନରେ ରୋଗୀର ମୃତ୍ୱୁ ଘଟେ ଏ ବସନ୍ତ ଶରୀରର ଅଭ୍ୟନ୍ତରରେ ଜାତ ହୁଏ; କଣ୍ଠ ଫୁଲି ଦରଜ ହୋଇଯାଏ ଏବଂ ରୋଗୀ ପାଣି ସୁଦ୍ଧା ପିଇପାରେ ନାହିଁ]