ଚାମରୀ
ଦେଖଣା
ଚାମରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚାମର+ଅଛି ଯାହାର ଏହି ଅର୍ଥରେ ଇନ୍;୧ମା ୧ବ)
[ସମ୍ପାଦନା]- ୧. ଘୋଡ଼ା —୧. The horse.
- ୨. ଚମର ମୃଗ —୨. Bushy-tailed deer.
(ଚାମରିଣୀ—ସ୍ତ୍ରୀ)
- ୩. ଚମରୀ ଗୋ —୧. The yak.
- ୪. (ଚମର+ଅ+ସ୍ତ୍ରୀ. ଈ) ଚାମର; ଚଅଁର — ୪. A fan made of a bunch of tail-hair.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଚାମରବିଶିଷ୍ଟ; ଚଅଁର ଥିବା (ପଶୁ) — ୧. Bushy-haired (beast).
- ୨. ଚଅଁର ଧରିଥିବା (ବ୍ୟକ୍ତି) —୨. (a person) Holding a chowrie or tail-fan.