Jump to content

ଚାମେଲୀ

ଉଇକିଅଭିଧାନ‌ରୁ

ଚାମେଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମ୍ପକବେଲୀ— ହିନ୍ଦୀ - ଶବ୍ଦସାଗର; ସଂସ୍କୃତ - ଚମ୍ପ କେଲି, ଚମ୍ୱେଲୀ

[ସମ୍ପାଦନା]

ଯୋଗେଶଚନ୍ଦ୍ର; ବୈଦ୍ୟକ ନିର୍ଘଣ୍ଟରେ ଚମ୍ୱେଲୀ ଶବ୍ଦର ଉଲ୍ଲେଖ ଅଛି; ପ୍ରକୃତ ସଂସ୍କୃତ - ନାମ ଜାତି)—ଜାଇ ଫୁଲ — Catalian or Spanish Jasmine; Jasminum Grandiflorium.

[ଦ୍ରଷ୍ଟବ୍ୟ —ଏହା ମଲ୍ଲିକାଦି ପୁଷ୍ପକ୍ଷୁପ; ପୁଷ୍ପଭେଦରେ ଏହା ୨ ପ୍ରକାର, ଯଥା—ଧଳା ଓ ହଳଦିଆ ଓ ଫୁଲର ମହକ ଅତି ମୃଦୁ ଓ ମଧୁର ରାଶିତେଲକୁ ଏ ଫୁଲର ପାଖୁଡ଼ାଦ୍ୱାରା ସୁଗନ୍ଧିତ କରି ସୁବାସିତ ତୈଳ ପ୍ରସ୍ତୁତ କରାଯାଏ ଏ ଗଛ ପତ୍ର ପକ୍ଷାକାର ଗ୍ରୀଷ୍ମ ଓ ବର୍ଷା ଦିନେ ଏଥିରୁ ଫୁଲ ଫୁଟେ; ପଥୁରିଆ ମାଟିରେ ଏ ଗଛ ଉଧାଏ; ଏ ଗଛ ଜଙ୍ଗଲରେ ସ୍ଥାନେ ସ୍ଥାନେ ମନକୁ ଉଠେ]