ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାମର)
[ସମ୍ପାଦନା]
ନଡ଼ିଆ ଓ ଗୁଆ ଗଛର ଚଅଂରର ରଜ୍ଜୁ ସଦୃଶ ବୃନ୍ତା (ଯହିଁରେ ଫଳ ଓହୋଳି ଥାଏ) — The stem from which the cocoanut and areca-nut fruits hang down from the bunch.
ଲଷ୍କାନି ଚାମ୍ପ ରଜ୍ଜୁରେ ବାନ୍ଧି ନାରିକେଳ ବୃକ୍ଷର ବୁଝିବ କିଏ? ତାଙ୍କ ସୃଷ୍ଟି ଖେଳ ବୃ.ସ୍ତୂ (ନନ୍ଦେ)