ଚାରକ
ଦେଖଣା
ଚାରକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚର ଧାତୁ ଣିଚ୍=ଚାରି ଧାତୁ=ଚରାଇବା+ କର୍ତ୍ତୃ. ଅକ; ଯେ ଚରାଏ)
[ସମ୍ପାଦନା]- ୧. ଗୋରୁଜଗୁଆଳି; ଗୋପାଳକ —୧. A keeper or tender of cattle; a cowherd or shephered.
(ଯଥା—ଗୋଚାରକ; ପଶୁଚାରକ)
- ୨. (ଚାର+ସ୍ୱାର୍ଥେ. କ) ପିୟାଳଗଛ (ଦେଖ) - — ୨. Piyāla tree (See)
- ୩. ବନ୍ଧ —୩. Embankment, dam.
- ୪. ଗତି —୪. Motion.
- ୫. କରାଗାର —୫. Jail; prison.