Jump to content

ଚାରଣ

ଉଇକିଅଭିଧାନ‌ରୁ

ଚାରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ. ଣିଚ୍=ଚାରି ଧାତୁ+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ଭାଟ; ସ୍ତୁତିପାଠକ —୧. A herald; a bard.
୨. ନଟ —୨. A dancer; actor.
୩. ବେଦଯୋନିବିଶେଷ; ଦେହଗାୟକ —୩. A class of aereal beings or divine singers.

ସିଦ୍ଧ ଚାରଣେ ତହିଁ ଯୁଦ୍ଧ ଦେଖୁଥିଲେ, ଅଛନ୍ତି ଆଛା ଭୀମ ବୋଲି ପ୍ରଶଂସିଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୪. ଧର୍ମଶାସ୍ତ୍ରପାଠକ —୪. A reader or reciter (of religious works).
୪. ରାଜପୁତମାନେଙ୍କ ଶ୍ରେଣୀବିଶେଷ — ୪. A class of Rajputs who used to incite warriors to action in the battle-field by reciting stories of illustrious warriors.

[ଦ୍ରଷ୍ଟବ୍ୟ —ଏମାନେ ଯୁଦ୍ଧଭୂମିରେ ବୀରମାନଙ୍କ କାହାଣୀ ଗାଇ ଯୋଦ୍ଧାମାନଙ୍କୁ ଉତ୍ତେଜିତ କରୁଥିଲେ]

୫. (+ଭାବ. ଅନ) ଗୋରୁ ଆଦିଙ୍କୁ ଚରାଇବା — ୫. Tending cattle.
୬. ଗୋଚର ଭୂମି — ୬. Pasture; grazing ground.
୭. କାରାଗାର (ପ୍ରକୃତିବାଦ) —୭. Prison.