Jump to content

ଚାରଦୃଷ୍ଟ

ଉଇକିଅଭିଧାନ‌ରୁ

ଚାରଦୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ରୂପକ କର୍ମଧା; ଚାର+ଦୃଷ୍ଟି)

[ସମ୍ପାଦନା]

ଚାର ବା ଦୁତଙ୍କଦ୍ୱାରା ଦେଶବିଦେଶରେ ସମ୍ୱାଦ ଜାଣିବା — Getting information of the kingdom and of the outside world through messengers and spies.

[ଦ୍ରଷ୍ଟବ୍ୟ —ରାଜାମାନେ ତାର ପଠାଇ ଦେଶ ବିଦେଶରେ ସମ୍ୱାଦ ସଂଗ୍ରହ କରନ୍ତି; ଏ ବିଧାନ ପ୍ରାଚୀନକାଳରୁ ଚଳି ଆସୁଅଛି]