ଚାରିଆଖି
ଦେଖଣା
ଚାରିଆଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁରକ୍ଷ)
[ସମ୍ପାଦନା]- ୧. ଦୁଇ ଜଣଙ୍କର ପରସ୍ପର ସାକ୍ଷାତ୍କାର ବା ଭେଟାଭେଟି — ୧. A face-to-face meeting; meeting of two person (i.e. ୪ eyes).
ଆଗତ ହୋଇ ଚାରିଆଖି, ଦେଖିବୁ କି କରଇଁ ସଖୀ— ଭୂପତି, ପ୍ରେମପଞ୍ଚାମୃତ
- ୨. ବ୍ରହ୍ମା —୨. God Brahmā.
- ୩. ଆଗପଛ ଦୃଷ୍ଟି; ଅତିଶୟ ସାବଧାନତା — ୩. Insight (looking in front and behind); utmost carefulness.
ଦେଶଜ - ବିଶେଷଣ -
[ସମ୍ପାଦନା]ଚାରିଆଖିଆ (ଦେଖ) - Chāriākhiā (See)