ଚାରିଆଖିଆ
ଦେଖଣା
ଚାରିଆଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରି ଗୋଟି ଆଖି ବିଶିଷ୍ଟ — ୧. Four-eyed; having ୪ eyes.
- ୨. ଦୂରଦର୍ଶୀ —୨. Very careful and con. siderate; having a deep insight into things.
- ୩. ପରସ୍ପର ଭେଟିଥିବା (ଦୁଇଜଣ) —୩. (two persons) Having met face to face.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚାରିଆଖିଆ ମାଛ (ଦେଖ) - ୧. Chāriākhiā māchha (See)
- ୨. ବ୍ରହ୍ମା —୨. God Brahmā.
- ୩. ପିଲାମାନଙ୍କ ମଧ୍ୟରେ ଏକପ୍ରକାର ଖେଳ — ୩. A kind of game amongst boys.
[ଦ୍ରଷ୍ଟବ୍ୟ —ଏ ଖେଳରେ ଗୋଟିଏ ପିଲା ଏକସ୍ଥାନରେ ବସେ, ତା ଅଜ୍ଞାତରେ ଚାରିଆଡ଼େ ଅନ୍ୟ ପିଲାମାନେ ଘେରି ତା ଚୁଟି ଟାଣନ୍ତି ଓ ତା ମୁଣ୍ଡରେ ଥୋପି ଦେଇ ବ୍ୟତିବ୍ୟସ୍ତ କରନ୍ତି]