ଚାରିକଣ୍ଟା
ଓଜନରେ ଠିକ୍ (କମ୍ ବା ବେଶୀ ନୁହେଁ) — Accurately weighed (not more nor less) in the scale.
(ଯଥା—ଏ ସବୁ ଜିନିଷ ଚାରିକଣ୍ଟା ଓଜନ କରିଦିଅ)