ଚାରିକାତ
ଦେଖଣା
ଚାରିକାତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଚାରିଗୋଟା କାତପରି ଶରୀରରୁ ଲମ୍ୱିଥିବାରୁ)
[ସମ୍ପାଦନା]- ୨. ହାତ ଓ ୨ ଗୋଡ଼; ହାତଗୋଡ଼ — The extended arms and legs.
(ଯଥା—ସେ ଚାରିକାତି ଲମ୍ୱେଇ ଶୋଇଛି)
ଦେଶଜ - ବିଶେଷଣ -
[ସମ୍ପାଦନା]ଦୁଇ ହାତ ଦୁଇ ଗୋଡ଼ ଲମ୍ୱାଇଥିବା ବା ବିସ୍ତାର କରିଥିବା (ବ୍ୟକ୍ତି) —(a person) With the arms and legs extended on the ground.