ଚାରିଗଣ୍ଡା
ଦେଖଣା
ଚାରିଗଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାରିଗଣ୍ଡା
|
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର କଉଡ଼ି ଖେଳ; ଶୁକେଇ ଖେଳ —A kind of in-door game played with ୧୬ cowries.
[ଦ୍ରଷ୍ଟବ୍ୟ —ଏ ଖେଳରେ ୧୬:ଟି କଉଡ଼ି ଲୋଡ଼ା ହୁଏ]
ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)
[ସମ୍ପାଦନା]ଷୋଳ ସଂଖ୍ୟା —Sixteen.