Jump to content

ଚାରିଗୋଡ଼ିଆ

ଉଇକିଅଭିଧାନ‌ରୁ

ଚାରିଗୋଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚତୁଷ୍ପଦ — ୧. Having four legs.
୨. ଦୁଇହାତ ଓ ଦୁଇ ଆଣ୍ଠୁ ଭୂମିରେ ଲଗାଇ ଗୁରୁଣ୍ଡିବା (ବ୍ୟକ୍ତି) — ୨. (a person) Crawling with the ୨ hands and ୨ knees.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚତୁଷ୍ପଦ ଜନ୍ତୁ —୧. Quadruped.
୨. ପୂର୍ବେ ଚାଟଶାଳିରେ ଛାତ୍ରମାନଙ୍କୁ ଦୁଇ ହାତ ଓ ଦୁଇ ଆଣ୍ଠୁ ଭୂମିରେ ଲଗାଇ କେତେ ସମୟ ଅବସ୍ଥାନ କରି ବାକୁ ଦିଆ ଯାଉଥିବା ଦଣ୍ଡ —୨. A punishment formerly given in village-schools consisting of an offender remaining in a crawling posture for a long time.
୩. ଘୋଡ଼ା, ଗୋରୁ ଆଦି ଚାରି ଟାପୁ ଉଠାଇ ଦଉଡ଼ିବା — ୩. (beasts) Runining on all fours.