Jump to content

ଚାରିଚଉକସ

ଉଇକିଅଭିଧାନ‌ରୁ

ଚାରିଚଉକସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସମ୍ପୁର୍ଣ୍ଣରୂପେ ସଜ୍ଜିତ — ୧. Fully equipped or dressed.
୨. ଖୁବ୍ ସାବଧାନ (ବ୍ୟକ୍ତି) — ୨. Very caution (person).
୩. ଖୁବ୍ ଦୃଢ଼ ରୂପେ ଭିଡ଼ା ହୋଇ ବନ୍ଧା ହୋଇଥିବା — ୩. Very tightly tied or bound.
୪. ଖୁବ୍ ବଳିଷ୍ଠ (ବ୍ୟକ୍ତି) — ୪. Very strong (person).
୫. ଧୁରନ୍ଧର; ପାରଙ୍ଗମ; —୫. Able; capable.
୬. ବହୁ ବିଦ୍ୟାରେ ପାରଙ୍ଗମ — ୬. Versed in many arts.
୭. ପରସ୍ପର ସଙ୍ଗେ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିବା (ବସ୍ତୁ— ଦ୍ୱୟ) —୭. (two things) completely tallying or coinciding with each other.
୮. ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ — ୮. Fully ready or prepared.