ଚାରିଜଣିଆଁ
ଦେଖଣା
ଚାରିଜଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାରିଜଣିଆଁ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚାରିଜଣ ବ୍ୟକ୍ତିଙ୍କଦ୍ୱାରା ନିଷ୍ପାଦ୍ୟ — ୧. Capable of being done by ୪ men.
(ଯଥା—ଚାରିଜଣିଆଁ କାମ)
- ୨. ଚାରିବ୍ୟକ୍ତିଙ୍କ ବ୍ୟବହାରାର୍ଥ ଅଭିପ୍ରେତ — ୨. Intended for the use of ୪ persons.
(ଯଥା—ଚାରିଜଣିଆଁ ରୁଷେଇ)
- ୩. ଚାରି ବ୍ୟକ୍ତିଙ୍କଦ୍ୱାର ବାହ୍ୟ (ଯାନାଦି) — ୩. (a conveyance) Drawn or carried by ୪ parsons.