Jump to content

ଚାରିଟା

ଉଇକିଅଭିଧାନ‌ରୁ

ଚାରିଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅନାଦରାର୍ଥ)

[ସମ୍ପାଦନା]
୧. ସଂଖ୍ୟାରେ ଚାରି — ୧. Four in number.
୨. ଅପରାହ୍ନ ଓ ଭୋର୍ ୪ ଘଣ୍ଟା ବେଳ — ୨. Four o'clock (A. M. or P. M.)

(ଚାରିଟି; ଚାରୋଟି—ଆଦରାର୍ଥକ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚାରି ସଂଖ୍ୟକ —୧. Numbering four.
୨. ଅଳ୍ପସଂଖ୍ୟକ; ସାମାନ୍ୟ —୨. A little; a few.

[ ଯଥା—ବେଳ ହୋଇଯିବାରୁ ସେ ଚାରିଟା ଭାତ ଖାଇଦେଇ ପଳାଇଗଲା]