ଚାରିଦଶ
ଦଶରୁ ଚାରି ଅଧିକ ସଂଖ୍ୟା — The number ୧୪.
ଚତୁର୍ଦ୍ଦଶ ସଂଖ୍ୟକ —୧୪ in number.
ତୁମ୍ଭ ମହିମାର ସୀମା ଏ ଚାରିଦଶ ଲୋକମାନଙ୍କୁ ତ ହୋଇଅଛି ଅଦୃଶ୍ୟ—କୃଷ୍ଣସିଂହ. ମହାଭାରତ. ବନ