ଚାରିଫୁଲିଆ
ଧଡ଼ିରେ ଚାରିଧାଡ଼ି ଫୁଲ ଥିବା (ବସ୍ତ୍ର) — (cloth) Having hems with floral designs in ୪ lines.
ମାଣିଆବନ୍ଦୀ ଚାରିଫୁଲିଆ ଧୋତୀ ପିନ୍ଧା ଫକୀରମୋହନ. ଛଅମାଣଆଠଗୁଣ