ଚାରିଫୁଲି ଆଗ
ଦେଖଣା
ଚାରିଫୁଲି ଆଗ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୂରା ଏକ ବିଶା ଓଜନ —୧. Full one Biṡā in weight.
[ଦ୍ରଷ୍ଟବ୍ୟ —ବିଶାକାଠିରେ ପ୍ରତି ୫ ଫଳ ଓଜନ ଚିହ୍ନାଇବା ପାଇଁ ଗୋଟିଏ ଲେଖାଏଁ ଫୁଲି ବା ଛବି(*)ଯୁକ୍ତ ଦାଗ ଥାଏ ଚାରି— ଫୁଲିରେ ସୁତୁଲି ବସିଲେ ବିଶାର ପରୁଡିରେ ଥିବା ଦ୍ରବ୍ୟ ୨ପଳ ଓଜନର ବୋଲି ଜଣାଯାଏ ଏବଂ ଚାରିଫୁଲି ଆଗରେ ସୁତୁଲି ବସିଲେ ୨୫: ପଳ ଅର୍ଥାତ୍ ପୂର୍ଣ୍ଣ ୧ ବିଶା ହୁଏ]
କ୍ରି. ବିଶେଷଣ -
[ସମ୍ପାଦନା]ପୂର୍ଣ୍ଣ ପରିମାଣରେ;ପୂରା ମାତ୍ରାରେ — In full measure.
(ଯଥା— ସେ ତା ପାଉଣା ନେବାକୁ ଚାରିଫୁଲି ଆଗ ଧରି ବସିଛି)