ଚାରିଭାଇଙ୍କ କାନ୍ଧରେ ଯିବା
ଦେଖଣା
ଚାରିଭାଇଙ୍କ କାନ୍ଧରେ ଯିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. (ଲକ୍ଷଣାର୍ଥ)— ମୃତ ହେବା — ୧. (figurative) To die.
- ୨. ମଲା ପରେ ଆପଣା ସବ ୪ ଜଣ ଜ୍ଞାତ ବା ମଡ଼ାସାଙ୍ଗିଆ ଭାଇଙ୍କକାନ୍ଧରେ କୋକେଇରେ ଶ୍ମଶାନକୁ ନିଆଯିବା — ୨. To be carried on the shoulders of one's four kinsmen to the cremation-ground after one's death.
[ଦ୍ରଷ୍ଟବ୍ୟ —ହିନ୍ଦୁ ସମାଜରେ ମୃତବ୍ୟକ୍ତିର ଶବକୁ କୋକେଇରେ ଥୋଇ କୋକେଇର ଆଗ ପାଖର ଦୁଇ ବାଉଁଶକୁ ଦୁଇଜଣ ଓ ପଛପାଖର ଦୁଇ ବାଉଁଶକୁ ଦୁଇ ଜଣ, ଏପରି ୪ ଜଣ କାନ୍ଧେଇ କରି ଶ୍ମଶାନକୁ ନିଅନ୍ତି ମୃତ ବ୍ୟକ୍ତିର ଜ୍ଞାତ, କୁଟୁମ୍ୱ ଓ ଯେଉଁମାନେ ମଡାସାଙ୍ଗିଆ ଭାଇ ବୋଲି ଗୃହୀତ, ସେହିମାନେ ଏକା ଶବ ବହନ କରନ୍ତି]