Jump to content

ଚାରିମା

ଉଇକିଅଭିଧାନ‌ରୁ

ଚାରିମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚାରୁ +ଭାବାର୍ଥରେ ଇମନ୍; ତୁଳ. ଲଘିମା, ଗରିମା)

[ସମ୍ପାଦନା]
୧. ଚାରୁତା; ସୌନ୍ଦର୍ଯ୍ୟ —୧. Beauty.
୨. ଲାଳିତ୍ୟ —୨. Charm; sweetness.