ଚାରି ଖୂଣି ମାଫ୍
ଦେଖଣା
ଚାରି ଖୂଣି ମାଫ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାରି ଖୂଣି ମାଫ୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍+ଫାରାସୀ - ଖୂନୀ=ହତ୍ୟା+ ଫାରାସୀ - ମୂଆଫ୍=କ୍ଷମା, ଦୋଷ ମାନିବା)
[ସମ୍ପାଦନା]- ୧. ମୁସଲମାନ୍ ରାଜତ୍ୱରେ ସମ୍ରାଟଙ୍କର ବିଶେଷ ଅନୂଗୃହୀତ ବ୍ୟକ୍ତିଙ୍କୁ ସମ୍ମାନ ରୂପେ ଦିଆ ଯାଉଥୁବା ବିଶିଷ୍ଟ ଅଧିକାର (ଏପରି କି, ସେ ୪ଟି ପର୍ଯ୍ୟନ୍ତ ନରହତ୍ୟା କଲେ ମଧ୍ୟ ତାଙ୍କୁ ରାଜଦଣ୍ଡ ଦିଆ— ଯାଉ ନ ଥିଲା) —୧. A privilage granted to a favourite of the Mahomedan emperors in ancient Indian (viz. he would not be punished for committing murder to the maximum of four.
- ୨. (ଲକ୍ଷଣାର୍ଥ) କୌଣସି କ୍ଷମତାପନ୍ନ ବ୍ୟକ୍ତି ତାଙ୍କର ଅନୁଗ୍ରହ— ପାତ୍ରକୁ ଦେବା ବିଶିଷ୍ଟ ଅଧିକାର —୨. Any special privilage granted to the favourite of a powerful person.