ଚାରି ପାଠ
ଦେଖଣା
ଚାରି ପାଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଆ, ବଙ୍ଗଳା, ନାଗରୀ ଓ ଫାରସୀ ଏହି ଚାରିଭାଷା ଶିକ୍ଷା —Learing of the ୪ languages (Formerly prevalent in Orissa, e.g. Oria, Bengole, Persian and Debanagari).
ରାଜପୁଥ ଚାରିଦାନରେ ଚରିପାଠ ହାସଲ କଲା—କାହାଣୀ
[ଦ୍ରଷ୍ଟବ୍ୟ ା—ଇଂରାଜି, ପାଠ ଆମ ଦେଶରେ ଚଳିବା ପୂର୍ବରୁ ଓଡ଼ିଆ, ବଙ୍ଗଳା, ଫାରାସୀ ଓ ନାଗରୀ ଭାଷାର ପ୍ରଚଳନ ଥିଲା ଏହାକୁ ଚାରିଖାନି ବା ଚାରିପାଠ କହୁଥିଲେଯେ ଚାରିପାଠ ଜାଣୁଥିଲେ ସେ ମହାପଣ୍ଡିତରୂପେ ଗଣ୍ୟ ହେଉଥିଲେ]