ଚାରୀ
ଦେଖଣା
ଚାରୀ
ଉଚ୍ଚାରଣ
[ସମ୍ପାଦନା](ଚାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୂ (ଚର୍ ଧାତୁ+ଇନ୍; ୧ମା ୧ବ.)
[ସମ୍ପାଦନା]ବିଚରଣ— କାରୀ Wandering; walking.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ସଙ୍ଗେ ଯୁକ୍ତ ହେଇ ବ୍ୟବହୃତ ହୁଏ; ଯଥା—ବନଚାରୀ, ବ୍ୟୋମଚାରୀ]
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ପଦାତି ସୈନ୍ୟ (ହିନ୍ଦୀ - ଶବ୍ଦସାଗର) — ୧ Infantryman; foot soldier.
- ୨. ସଂଚାରୀ ଭାବ (ହିନ୍ଦୀ - ଶବ୍ଦସାଗର) — ୨. The pervading element in a sentiment in literature.
- ୩. (ସ୍ତ୍ରୀ; ଚାର+ଈ) ନୃତ୍ୟର ଅଙ୍ଗବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. A particular part of dancing.
[ ସୃଙ୍ଗାର ଆଦି ରସର ଉଦ୍ଦୀପନକାରୀ ମଧୁର ଗତିକୁ ଚାରୀ ବୋଲା— ଯାଏ; କାହାକାହା ମତରେ ଏକ ବା ଦୁଇ ଗୋଡ଼ରେ ନାଚିବାର ନାମ ଚାରୀ ଅଟେ ଚାରୀ ଦୁଇ ପ୍ରାକର—୧ ଭୁଚାରୀ; ୨ ଆକାଶ— ଚାରୀ; ଭୁଚାରୀ ୧୬: ଓ ମତାନ୍ତରରେ ୨୬: ପ୍ରକାର ଆକାଶଚାରୀ ୧୬: ପ୍ରକାର ହି . ଶବ୍ଦସାଗର]