Jump to content

ଚାରୁ

ଉଇକିଅଭିଧାନ‌ରୁ

ଚାରୁ

ଉଚ୍ଚାରଣ

[ସମ୍ପାଦନା]
(ଚାର୍ବୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଚର୍ ଧାତୁ+କର୍ତ୍ତୃ. ଉ)

[ସମ୍ପାଦନା]
୧. ମନୋହର; ସୁନ୍ଦର —୧. Agreeable; beautiful; pleasing; lovely; handsome; elegant.
୨. ସୁସ୍ୱାଦ; ସୁମିଷ୍ଟ — ୨. Sweet.
୩. ସମ୍ୟକ୍ —୩. peculiar; particular.
୪. ଅସାଧାରଣ —୪. Extraordinary.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୃହସ୍ପତି —୧. Bṛuhaspati; the preceptor of the Gods.
୨. ରୁକ୍ମିଣୀତନୟ — ୨. The son of Ṡrīkṛushṇa by Rukminī.

[ ଦ୍ର—ହରିବଂଶ ଓ ମହାଭାରତରେ ଚାରୁ ଶଦ୍ଦଯୁକ୍ତ ଚାରୁଗର୍ଭ, ଚାରୁଗୁପ୍ତ, ଚାରୁଦେଷ୍ଣ. ତୋରବାହୁ. ଚାରୁଭଦ୍ର.ଚାରୁଯଶ. ଚାରୁବିନ୍ଦ, ଚାରୁବେଶ, ଚାରୁଶ୍ରବା ନାମରେ ରୁକ୍ମିଣୀଙ୍କ ଗର୍ଭରୁ ଶ୍ରୀକୃଷ୍ଣଙ୍କର ପ୍ରତ୍ରମାନେ ଓ ଚାରୁମତୀ ନାମରେ କନ୍ୟା ଜନ୍ମିଥେଲେ— ହିନ୍ଦୀ - ଶବ୍ଦସାଗର]

୩. ଜାଫ୍ରାନ୍ —୩. Saffron (Apte).
ଦେଶଜ - ବିଶେଷ୍ୟ - 
୧. ଚାରୁପାଣି (ଦେଖ) - ୧. Charupāṇi (See)
୨. (ପୁଂ) ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.