ଚାରୁଧାରା
ଦେଖଣା
ଚାରୁଧାରା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.
- ୧. (ଚାରୁ+ଧୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)— ଶଚୀ; ଇନ୍ଦ୍ରପତ୍ନୀ — ୧. Wife of God Indra.
- ୨. (କର୍ମଧା; ଚାରୁ+ଧାରା) ସୁମନୋହର ପ୍ରବାହ — ୨. Charming current.
ସଂସ୍କୃତ - ବିଶେଷଣ - (ସ୍ତ୍ରୀ)
[ସମ୍ପାଦନା]ମନୋହର ପ୍ରବାହଯୁକ୍ତ (ନଦୀ) — (river) Having a charming current.
ବିତଳକୁ ଆଲୁଙ୍ଗନ କରି ଜାହ୍ନବୀ ଶୋଭନ ହରେ ସୁରକର ତାପ ଚାରୁଧାରା ସେ ଭଞ୍ଜ. ବୈଦେହୀଶବିଳାସ