Jump to content

ଚାରୁଶୀଳ

ଉଇକିଅଭିଧାନ‌ରୁ

ଚାରୁଶୀଳ

ଉଚ୍ଚାରଣ

[ସମ୍ପାଦନା]
(ଚାରୁଶୀଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଚାରୁ+ ଶୀଳ= ସ୍ୱଭାବ)

[ସମ୍ପାଦନା]
୧. ସତ୍ସ୍ୱଭାବବିଶିଷ୍ଟ —୧. Of lovely disposition; good-natured.
୨. ସଚ୍ଚରିତ୍ର; ସୁଶୀଳ —୨. Of good conduct; of good morals.
୩. ନମ୍ରସ୍ୱଭାବ; ମର୍ଯ୍ୟାଦାବନ୍ତ —୩. Amiable; modest; good-mannered of gentle manners.